Thursday, November 19, 2026
ADVERTISEMENT
Home ଆଞ୍ଚଳିକ ମୋଟର ସାଇକଲ ସହ ପିକଅପ ଭ୍ୟାନ୍ ଧକ୍କା

ମୋଟର ସାଇକଲ ସହ ପିକଅପ ଭ୍ୟାନ୍ ଧକ୍କା

424
ADVERTISEMENT

ବାଲିଗୁଡ଼ା,୨୨।୧(ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ବାଲିଗୁଡ଼ା ବ୍ଲକ ସୁଡ୍ରା ଡାବୁଡ଼କିଆ ଘାଟିରେ ଏକ ମୋଟର ସାଇକଲ ସହ ପିକଅପ ଭ୍ୟାନ୍ ଗାଡ଼ି or୧୭ଏସ ୦୩୦୭ଧକ୍କା ଦେବା ଫଳରେ ବାଇକ ଆରୋହୀ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ୧୦୮ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ହୋଇଥିବା ବ୍ୟକ୍ତି ମେଲ୍ସିକିଆର ବିପ୍ର ଚରଣ ମଳିକଙ୍କୁ ବୟସ ୪୪କୁ ଉଦ୍ଧାର କରାଯାଇ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

Advertisement