Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଆସିକା ବରିଡା ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର

ଆସିକା ବରିଡା ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର

337
ADVERTISEMENT

ଆସିକା,୨୧ା୧(ଗୁରୁପ୍ରସାଦ) : ମାନ୍ୟବର ଆସିକା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ କରକମଳରେ ବରିଡା(ଏ) ଠାରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସ୍ଥାପନର ଶୁଭାରମ୍ଭ ହେବା ସହ ପୂର୍ବତନ ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁ ଙ୍କ ଅଧୂରା ସ୍ବପ୍ନକୁ ପୂର୍ଣ୍ଣ କରିଛନ୍ତି ମାନ୍ୟବର ବିଧାୟୀକା ଏବଂ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ୍ୟା, ବିଡିଓ, ତହସିଲଦାର, ସରପଞ୍ଚ ଓ ସମିତି ସଭ୍ୟ ଏବଂ ବହୁ ଅଞ୍ଚଳବାସୀଙ୍କ ଓ ପଞ୍ଚାୟତବାସୀ ଙ୍କ ତରଫରୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ଆମ ପ୍ରିୟ ଯୁବନେତା ଶ୍ରୀ ଯୁକ୍ତ ନଚିକେତା ସ୍ବାଇଁ ମଧ୍ୟ ଉପସ୍ଥିତ ରହିଥିଲେ ।

Advertisement