କୁକୁଡାଖଣ୍ଡି,୨୧ା୧( ଇ.ରଞ୍ଜନ) :କୁକୁଡ଼ାଖଣ୍ଡି ତହସିଲରେ କାର୍ଯ୍ୟାଳୟରେ ନୂତନ ଭାବେ ଜଣେ 2017 ମସିହା ବେଚର ଦକ୍ଷ ଓ ଯୁବ ଓଏଏସ୍ ଅଧିକାରୀ କୁକୁଡାଖଣ୍ଡି ତହସିଲରରେ ଅତିରିକ୍ତ ତହସିଲଦାର ଭାବେ ରାଜ୍ୟସରକାରଙ୍କ ଦ୍ୱାରା ଅବସ୍ଥାପିତ କରିଛନ୍ତି । ଅତିରିକ୍ତ ତହସିଲଦାର ଅମ୍ବ୍ରିତ ମହାନ୍ତି ପୂର୍ବରୁ ପୁରୀରେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ ଗତକାଲି କୁକୁଡ଼ାଖଣ୍ଡି ତହସିଲରେ ଯୋଗଦେବାପରେ ତହସିଲରେ ବିଚାରାଧୀନ ଥିବା ସମସ୍ତ ପଟ୍ଟା ସାରିବା ସହ ଲୋକଙ୍କୁ ଉଚିତ ସେବା ଯୋଗାଇଦେବାକୁ ପ୍ରତିଶ୍ରୂତି ବଦ୍ଧ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

















