ଦିଗପହଣ୍ଡି,୨୧/୧(ସୁନୀଲ ସାହୁ):ଦିଗପହଣ୍ଡି ସ୍ଥିତ ସ୍ଥାନୀୟ ରାଧା ବିନୋଦ ବିହାରୀ ମଠରେ ରାଧା ବିନୋଦଙ୍କ ପୂଜାର୍ଚ୍ଚନା ପରେ ଭକ୍ତ ମାନକଂ ଦ୍ଵାରା ଭଜନ କୀର୍ତ୍ତନ କରାଯାଇଥିଲା ,ପରେ ଠାକୁରଙ୍କ ନଗର ପରିକ୍ରମା କାଯ୍ୟ ଅନୁଷ୍ଟିତ ହୋଇଯାଇଛି। ତ୍ରୀଦଣ୍ଡି ସ୍ୱାମୀ ବିଷ୍ନୁ ମହାରାଜଙ୍କ ଦ୍ଵାରା ପ୍ରବଚନ କାଯ୍ୟକ୍ରମ କରାଯାଇଥିଲା। କାଯ୍ୟକ୍ରମରେ ଜିଲ୍ଲାରୁ ବହୁ ଭକ୍ତ ଯୋଗ ଦେଇଥିବା ବେଳେ କୃଷ୍ନ,ସହଦେବ ପାତ୍ରଙ୍କ ସହ ବହୁ ଭକ୍ତ ପରିଚାଳନାରେ ସହଯୋଗ କରିଥିଲେl

















