କନ୍ଧମାଳ,୨୦ା୧( ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ବିଗତକାଲି ରାତିରେ ଟିକାବାଲିରୁ ଶଙ୍କରାଖୋଲା ଯିବା ବେଳେ ରାସ୍ତାର ଏକ ବୁଲାଣିରେ ଡ୍ରାଇଭର ବୁଲାଣି କାଟି ନପାରିବାରୁ ଏକ ନିରାପଦ ଟ୍ରିନିଟରରେ ବାଡ଼େଇହୋଇ ଖାଲରେ ପଡିଥିଲା ଯାହାଫଳରେ ଡ୍ରାଇଭର ଆହାତ ଓ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଆହାତ ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l


















