Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବ୍ଲେଡ୍ ରେ ବୃଦ୍ଧଙ୍କ ବେକ କାଟିଲେ

ବ୍ଲେଡ୍ ରେ ବୃଦ୍ଧଙ୍କ ବେକ କାଟିଲେ

390
ADVERTISEMENT

ଦିଗପହଣ୍ଡି,୧୯/୧(ସୁନୀଲ ସାହୁ) : ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ବର ନିକଟ ବାସୁଦେବପୁର ଛକ ନିକଟରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ବ୍ଲେଡରେ ତାଙ୍କ ବେକକୁ କାଟିଦେଇଥିଲେ। ପରେ ବୃଦ୍ଧକୁଂ ଦିଗପହଣ୍ଡି ମେଡିକାଲ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ବୃଦ୍ଧ ଜଣକ ସିଦ୍ଧେଶ୍ବର ଗ୍ରାମର ମଲା ପାତ୍ର(୭୦)।
ଘଟଣାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜେ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି।

Advertisement