Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଯୁବପିଢୀଙ୍କ ଉଦ୍ଧେଶ୍ୟରେ ସ୍ବତନ୍ତ ସତସଙ୍ଗ ସମାରହୋ

ଯୁବପିଢୀଙ୍କ ଉଦ୍ଧେଶ୍ୟରେ ସ୍ବତନ୍ତ ସତସଙ୍ଗ ସମାରହୋ

380
ADVERTISEMENT

ବ୍ରହ୍ମପୁର,୧୯/୧(ହିମାଂଶୁ ପାଢୀ) :ଖୋଡାସିଗିଂ ସ୍ଥିତ ଏଲଆଇସି ଅଫିସ ନିକଟରେ ଦିବ୍ୟଜୀବନ ସଂଘ ବଢିଆଉସ୍ତା ଶାଖା ଦ୍ବାରା ଯୁବପିଢୀମାନକଂ ଉଦ୍ଧେଶ୍ୟରେ ସଂଘର ବରିଷ୍ଟ ସନ୍ୟାଷୀ ସ୍ବାମୀ ରାମଦାସାନନ୍ଦ ସରସ୍ବତୀ ମହାରାଜଙ୍କ ଅଧକ୍ଷତାରେ ଅଲାରିଗଡ, ନିସ୍ତିପୁର,ଦୟାନିଧିପୁର,ରୋହିଗାଁ,ପଦ୍ମତୋଳା ,ଗୌତମୀ,ପାଣ୍ଡିଆଝୋଳି ଓ ସିଦ୍ଧିଖଣ୍ଡି ସତସଗଂ କେନ୍ଦ୍ର ଗୁଡିକରୁ ଯୁବପିଢୀ ,ଶତାଧିକଭକ୍ତକଂ ଗହଣରେ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ସନ୍ୟାସୀ ସ୍ବାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜ,ଦଷିଣାଞଳ ସମନ୍ବୟ ସମିତିର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ରଥ,ଦିଗପହଣ୍ଡି ଦିବ୍ୟ ଜିଲ୍ଲାର ମୁଖ୍ୟ ସଂଗଠକ ସିମାଞ୍ଚଳ ପଣ୍ଡା ଉପସ୍ଥିତ ଭକ୍ତମାନକଂ ମନ ଦିବ୍ୟଜୀବନ ସଂଘପ୍ରତି ଆକୃଷ୍ଟ କରାଇଥିଲେ।ସୀତାରମ,ସକେଂତ,ମୁକେଶ,ଶେଖର,କବୀରଗଂ ଦ୍ବାରା ଭଜନ ପରିବେଶଷ କରାଯାଇଥିଲା।ପରିଶେଷରେ ବଢିଆଉସ୍ତା ଶାଖାର ବ୍ରହ୍ମଚାରୀ ଅମର କୁମାର ଓ ସିମାଞ୍ଚଳ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅପଣ କରିଥିଲେ।

Advertisement