ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

167
ADVERTISEMENT

ଚିକିଟି, ୨୬/୬(ସୁଦର୍ଶନ ପଣ୍ଡା): ଶ୍ରୀବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ‘ଫନି’ ବାତ୍ୟା ପୀଡ଼ିତଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି | ସମିତିର ସାଧାରଣ ବୈଠକରେ ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଆର୍ଥିକ ରାଶି ଜମାକରି ରିଲିଫ ପ୍ରେରଣ କରିଛନ୍ତି | ବୈଠକରେ ସମିତି ସଭାପତି ମାନସ କସ୍ତୁରି, ଗଣେଶ ପ୍ରସାଦ ପଣ୍ଡା, ସମ୍ପାଦକ ରଙ୍ଗନାଥ ପଣ୍ଡା, ରାଧାକୃଷ୍ଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଆଚାରି ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ |

Advertisement