Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅନୁଷ୍ଠାନ ତରଫରୁ ୫ଜଣ ଛାତ୍ର ଛାତ୍ରୀଙ୍କୁ ଲାପଟପ ବଣ୍ଟନ

ଅନୁଷ୍ଠାନ ତରଫରୁ ୫ଜଣ ଛାତ୍ର ଛାତ୍ରୀଙ୍କୁ ଲାପଟପ ବଣ୍ଟନ

331
ADVERTISEMENT

କୋଟଗଡ଼,୭।୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକର ଶ୍ରୀ ସନ୍ଥ ଆସରାମ ବାପୁ କଲେଜର ସୋମବାର ଦିନ ୫ଜଣ ଛାତ୍ର ଛାତ୍ରୀଙ୍କୁ ଲାପଟପ ଦିଆଗଲା l ସେମାନେ ହେଲେ ଶ୍ରୀ ଜୀବନ ଵାଡ଼ତିଆ ଓ ଶ୍ରୀ କରୁଣା ନାୟକ ଓ ଚିନ୍ମୟୀ ପାଣିଗ୍ରାହି ଓ ଶ୍ରୀ ନିତୁ ନାୟକ ଓ ଲିଲି ଦାସ ଲାପଟପ ପାଇଁ କଲେଜରେ ଉପସ୍ଥାନ ଓ ପରିକ୍ଷାରେ ଭଲ ନମ୍ବର ରଖି ଥିବା ଯାଗୁଁ ଉକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଲାପଟପ ବଣ୍ଟନ କରାଯାଇଥିଲା l

Advertisement