Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡ଼ା ଠାରେ +୨ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶ୍ରେଣୀ ଗୃହ ନିର୍ମାଣ...

ବାଲିଗୁଡ଼ା ଠାରେ +୨ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଜମି ଚି଼ହ୍ନଟ

508
ADVERTISEMENT

ବାଲିଗୁଡ଼ା,୭।୧(ଡି.ଏଚ/ଟିକି ଦଣ୍ଡିଆ ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅନୁସୂଚିତ ଜାତି ଓ ଜନଜାତି +୨ ଛାତ୍ରଛାତ୍ରୀଙ୍କ ଆବାସିକ ଶ୍ରେଣୀଗୃହ ନିମନ୍ତେ ଜମି ଚି଼ହ୍ନଟ କରାଯାଇଛି, ଆଜି ବାଲିଗୁଡ଼ା ତହସିଲଦାର କ୍ଷୀରାବିଧି ତନ୍ନୟା ସାହୁ କଡ଼ା ସୁରକ୍ଷା ବଳରେ ଜମି ଚି଼ହ୍ନଟ କରାଯାଇଛି । ଏହି ଜାଗାରେ ବେଆଇନ ଭାବେ ଅକ୍ତିଆର କରିଥିବା ଲୋକଙ୍କୁ ଉଠାଯାଇଥିଲା ଏହା ହେବା ଫଳରେ ବାଲିଗୁଡ଼ାର ଜନସାଧାରଣ ବହୁତ ଖୁସି ଅନୁଭବ କରିଛନ୍ତି । ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ସହକର୍ମୀ ପୂର୍ଣ୍ଣ ସହଯୋଗୀ କରିଥିଲେ ।

Advertisement