Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ଗ୍ରାମ ପଞ୍ଚାୟତ ଠାରେ ଥିବା ବେଳାଭୂମିରେ ଜନାରଣ୍ୟ

ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ଗ୍ରାମ ପଞ୍ଚାୟତ ଠାରେ ଥିବା ବେଳାଭୂମିରେ ଜନାରଣ୍ୟ

289
ADVERTISEMENT

ସୋନାପୁର,୩/୧(ଡି.ଏଚ/ଋଷିକେଶ ବେହେରା): ନୁଆଁ ବର୍ଷକୁ ସ୍ୱାଗତ କରବା ଲାଗି ଆଖ ପାଖ ଅଞ୍ଚଳବାସୀ ଓ ରାଜ୍ୟର କୋଣ ଓ ଅନୁକୋଣରୁ ବହୁ ପର୍ଯ୍ୟଟକ ଛୁଟି ଆସନ୍ତି l ସେଠାରେ ଥିବା ସମୁଦ୍ରକୁଳରେ ସ୍ନାନ କରିବା ଏବଂ ସମୁଦ୍ର ବେଳାଭୁମିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ଅନ୍ୟ କିଛି ପର୍ଯ୍ୟଟକ ମାନେ ନିକଟସ୍ଥ ଝାଉଁ ବଣରେ ବଣଭୋଜି କରି ପରିବାର ସହ ବେଶ ଆନନ୍ଦିତ ହୋଇଥାନ୍ତି l ଗୀତ ଓ ନାଚର ତାଳେ ତାଳେ ନାଚି ପୁରୁଣା ବନ୍ଧୁ ମାନଙ୍କ ସହ ମିଶିବାର ଗୋଟିଏ ସୁବର୍ଣ୍ଣ ସୁଯୋଗ ବୋଲି ମାନେ କରିଥାନ୍ତି l ବ୍ରହ୍ମପୁର ଠାରୁ ସୋନାପୁର ପର୍ଯ୍ୟନ୍ତ 25 କିଲୋମିଟର ଦୂରତା ଏଥିରେ ସୋନାପୁରର ଯୁବଗୋଷ୍ଟି ଏକତ୍ରିତ ହୋଇ ଗାଡି ରଖିବା ଓ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାରେ ପର୍ଯ୍ୟଟକ ମାନଙ୍କୁ ରାସ୍ତା କଡ଼ାଇ ନେଇଥିଲେ l ଏଥିରେ ସମିତି ସଭ୍ୟ ଜୋତ୍ସନା ବେହେରା ସରପଞ୍ଚ ମଞ୍ଜୁଲତା ବେହେରା l

Advertisement