ଦିଗପହଣ୍ଡି,୩/୧(ଡି.ଏଚ/ଋଷିକେଶ ବେହରା) :ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଲା ପାଞ୍ଚୟତ ନୂଆଗାଁ ଗ୍ରାମରେ ଡ୍ରିମ ୱାଲଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ଆଖ ପାଖ ଅଞ୍ଚଳର 10 ଗ୍ରାମ ବାସି ଲୋକମାନେ ନିଜର ସ୍ୱାସ୍ଥ୍ୟ ଦେଖାଇଥିଲେ l ଏଥିରେ ସ୍ବେଛାସେବି ଯୋଗଦେଇଥିଲେ l ଡ଼.ଧବଳେଶ୍ୱର ମେହେର , ମୋହନ ମଲ୍ଲୀକ, ସଚ୍ଚିନ ନାହାକ, ଋଷିକେଶ ବେହେରା, କବିରାଜ, ବଳରାମ ସେଠୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l ଏଥିରେ ଗ୍ରାମର ଯୁବପିଢ଼ି ସୋହଯୋଗ କରିଥିବାବେଳ ସମସ୍ତ ସ୍ବେଛାସେବୀ ମାନଙ୍କୁ ଧମେନ୍ଦ୍ର ଡୋରା ଧନ୍ୟବାଦ ଅପଣ କରିଥିଲେ l


















