କୋଟଗଡ଼,୩/୧(ଡି.ଏଚ/ନଳିନୀ କାନ୍ତ ମିଶ୍ର ): କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକର ବିଜୁପଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଏମ.ପି ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ନିଜସ୍ବ ପଇସାରେ ବୁଢା ଓ ବୁଢ଼ୀ ମାନଙ୍କ ପାଇଁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମଳ ବଣ୍ଟନ କରାଗଲା ଓ ଏହାକୁ ପ୍ରତିନିଧି ଶ୍ରୀ ମୋନଜ ସାବତ ସରପଞ୍ଚ ସ୍ୱତ୍ୱଲିନା ମାଝି ଓ ଭାଇସ ଚ୍ୟାର ମାନ G V R ପାନ୍ତୁଲ ରାଓ ଓ ସୁରେଖା ପାଟମାଝି ଓ କୋଟଗଡ଼ କିସ ହଷ୍ଟେଲ ପରିଚାଳନାରେ ଥିବା ଶ୍ରୀ ପପୁ ପଣ୍ଡା ଓ ଶ୍ରୀ ପ୍ରଭାତ ପାତ୍ର ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ ଓ ଆମ ପ୍ରତିନିଧି ଏ ମ ପି ପ୍ରତିନିଧି ଶ୍ରୀ ମୋନଜ ସାବତ ଓ କମଳ ପାଇଥିବା ବୁଢା ଓ ବୁଢ଼ୀ ମାନଙ୍କୁ ପଚାରି ବୁଝିଥିଲେ ।

















