Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା

422
ADVERTISEMENT

ବାଲିଗୁଡ଼ା,୨/୧(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ଗ୍ରାମପଞ୍ଚାୟତର ତଗାକିଆ, ଵାଟାଗୁଡ଼ା,ମୁଥୁମିଲା ଗ୍ରାମରେ ଗଞ୍ଜେଇ ଗଛ କଟାଯାଇଛି ଏହା ପ୍ରାୟ ଏକ ମାସ ହେବ ବନ୍ଦ ଥିଲା ଆଜି ବାଲିଗୁଡ଼ା ରେଭିନ୍ୟୁ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ବାଲିଗୁଡ଼ା ଅବକାରୀ ବିଭାଗ ଅଫିସ ଅଧିକାରୀ ମାଧବ କୌଶଲ୍ୟା ଓ ବହୁ କର୍ମଚାରୀଙ୍କ ନେତୃତ୍ୱରେ ପ୍ରାୟ 130ଏକର ଜମିରେ 130000ହଜାର ଗଛ କଟାଯାଇ କିରାସିନି ପକାଇ ନିଆ ଲଗାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ 13କୋଟିରୁ ଉର୍ଦ୍ଧ ହେବବୋଲି ଅବକାରୀ ବିଭାଗରୁ ସୁଚାନା ମିଳିଛି ।

Advertisement