Monday, November 23, 2026
ADVERTISEMENT
Home ଆଞ୍ଚଳିକ କିନ୍ନର ମାନଙ୍କ ଦ୍ୱାରା ଭିର୍ଣ୍ଣ ରୂପର ସେଲିବ୍ରେସନ

କିନ୍ନର ମାନଙ୍କ ଦ୍ୱାରା ଭିର୍ଣ୍ଣ ରୂପର ସେଲିବ୍ରେସନ

657
ADVERTISEMENT

କୋଟଗଡ,୨/୧(ଡି.ଏଚ/ନଳିନୀକାନ୍ତ ମିଶ୍ର) : ଗତକାଲି ଆମେ ଭିର୍ଣ୍ଣ ରୂପର ସେଲିବ୍ରେସନ ଦେଖିବାକୁ ପାଇଥିଲୁ ତାହା ଥିଲା କିନର ମାନଙ୍କର ସେମାନଙ୍କ ହାତରେ ଥିଲା ଫୁଲ ତୋଡ଼ା ଗୋଲାପ ଫୁଲ ଓ ଚକଲେଟ ସେମାନେ ସେଲିବ୍ରେସନ କରିବା ପାଇଁ ପ୍ରତ୍ୟେକ ଅଫିସ ତଥା S. D. P.O, I. I. C, ସବକଲେକଟର , ବି.ଡି. ଓ ,ତହସିଲଦାର , ଏନ. ଏ .ସି ଅଫିସ , B. J. D office ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଫୁଲ ତୋଡ଼ା ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଥିଲେ ଓ ଆମ ପ୍ରତିନିଧି ନଳିନୀ କାନ୍ତ ମିଶ୍ର ପଚାରି ବୁଝି ଥିଲେ ପ୍ରତି ଜିଲ୍ଲାରେ ଥାର୍ଡ଼ ଜେନେରେସନ ବ୍ୟକ୍ତି ମାନଙ୍କ ପାଇଁ ସରକାର କିଛି ସୁବିଧା କରିଛି କି ? ତଥା ମାଲକାନଗିରି ମେଡିକାଲରେ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମେଡିକାଲ କ୍ୟାମ୍ପସରେ S. P ସାରା ଶର୍ମା ଏକ ମିଲକ ପାଲର ଉଦଘାଟନ କରି କିନର ମାନଙ୍କୁ ଥୋଇଥାନ କରିଛନ୍ତି l ଆମ କନ୍ଧମାଳ ଜିଲ୍ଲାରେ ସରକାର କିନ୍ନର ମାନଙ୍କ ପାଇଁ କଣ ସୁବିଧା କରିଛନ୍ତି ? ସେମାନେ କହିଲେ ରହିବା ପାଇଁ ଘର ଖଣ୍ଡିଏ ଦରକାର ଓ ବ୍ୟବସାୟ କରିବା ପାଇଁ କୌଣସି ଫୋଣ୍ଡରୁ ପଇସା ଦରକାର ଓ ଆମ ଭିତରେ ଶିକ୍ଷିତ ପିଲା ଅଛନ୍ତି ସେମାନଙ୍କ ପାଇଁ ସରକାରୀ ଚାକିରୀ ଖଣ୍ଡିଏ ଦେଲେ ସରକାର ପାଖରେ ଚିର ଉପକୃତ ହେବୁ l

Advertisement