କୋଟଗଡ଼,୩୧।୧୨( ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକ ସାର୍ତ୍ତୁଳ ପଂଚାୟତ ଆଡ଼ିପଦର ଗ୍ରାମକୁ ଅନ୍ୟଦେଶରୁ ଫରେନର ଆସିଥିଲେ ।ଫରେନର ଵାଲାକୁ ଆମ ପ୍ରତିନିଧି ଏକ ଆଦିବାସୀ ଗ୍ରାମ ପରିଭ୍ରମଣ କରିଥିଲେ , ଏବଂ ଫରେନର ଆଦିବାସୀ ମାନଙ୍କ ଚାଲି ଚଳନ ସେମାନଙ୍କ ଖାଇବା ପିଇବା ଘରଦ୍ୱାରା ବିଷୟ ପଚାରି ସମସ୍ତଙ୍କୁ ବୁଝି ଥିଲେ ଓ ଆମ ପ୍ରତିନିଧି ସେମାନଙ୍କ କଲଚର ବିସୟରେ ପଚାରି ବୁଝିଥିଲେ ଓ ଏକ ମାସ ପାଁଇ ଭିସା କାଟି ଓଡ଼ିସା ଆସିଛନ୍ତି ।















