କନ୍ଧମାଳ,୩୧/୧୨(ଡି.ଏଚ/ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପ୍ରାଥମିକ ଶିକ୍ଷା ବର୍ଗ ତାଲିମ ଦିଆଯାଇଛି । ଏହି ଶିବିରରେ କନ୍ଧମାଳ ଜିଲ୍ଲାର 64ଗ୍ରାମର 134ଜଣ ଶିକ୍ଷାର୍ଥୀ ଭଗନେଇଥିଲେ, ଏହା 23/12/19ଠାରୁ ଆରମ୍ଭ ହୋଇ 31/12/19ପର୍ଯ୍ୟନ୍ତ ଚାଲିଥିଲା ସ୍ୱୟଂ ରାଷ୍ଟ୍ରୀୟ ସେବକ ସଙ୍ଘର ସାତ ଜଣ ଶିକ୍ଷକ ଓ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମ୍ପର୍ଣ୍ଣ କରିଥିଲେ ।
















