ଗାୟତ୍ରୀ ପରିବାର ତରଫରୁ ବୃଦ୍ଧ ମାନଙ୍କୁ କମ୍ବଳ ବଣ୍ଟନ

308
ADVERTISEMENT

ବାଲିଗୁଡ଼ା,୩୦।୧୨(ଡି.ଏଚ/ଟିକି ଦଣ୍ଡିଆ): ବାଲିଗୁଡ଼ା ଗାୟତ୍ରୀ ପରିବାର ତରଫରୁ ବୃଦ୍ଧା ବୃଦ୍ଧିଙ୍କୁ କମ୍ବଳ ବଣ୍ଟା ଯାଇଥିଲା ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାଲିଗୁଡ଼ା ନୁଆସାହି ୭ ନମ୍ବର ଠାରେ କରାଯାଇଛି 400ଶହରୁ ଅଧିକ କମ୍ବଳ ବଣ୍ଟା ଯାଇଥିଲା ଏହା ଗାୟତ୍ରୀ ପରିବାରର ବହୁ ବରିଷ୍ଠ ସମାଜ ସେବି ବିଜୟ ଖଣ୍ଡଗିରି, ଉମା ଚରଣ ଦିଗାଲ, ଜଗନ୍ନାଥ ବେହେରା, ଅନ୍ତର୍ଯ୍ୟାମୀ ବେହେରାଓ ପରିବାର ସମସ୍ତ ସଭ୍ୟା, ସଭ୍ୟ ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଥିଲା

Advertisement