Saturday, November 21, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳରେ ଖୀଷ୍ଟମାସ ଉପଲକ୍ଷେ ସମସ୍ତ ଅଞ୍ଚଳ ଉତ୍ସବ ମୁଖର

କନ୍ଧମାଳରେ ଖୀଷ୍ଟମାସ ଉପଲକ୍ଷେ ସମସ୍ତ ଅଞ୍ଚଳ ଉତ୍ସବ ମୁଖର

573
ADVERTISEMENT

ତୁମୁଡ଼ିବନ୍ଦ,୨୫।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର): ଆଜି ହେଉଛି ବଡ଼ଦିନ। ପ୍ରଭୁ ଯିଶୁଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଲେଣି। ପ୍ରଭୁଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ଜୋରଦାର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନମାନଙ୍କରେ ଥିବା ଚର୍ଚ୍ଚ ଗୁଡ଼ିକୁ ବେଶ ସୁନ୍ଦର ଭାବେ ରଙ୍ଗବେରଙ୍ଗର ଆଲୋକ, ସାଜସଜ୍ଜାର ଦ୍ରବ୍ୟରେ ସଜାଯାଇଛି। କୁରୁତମଗଡ଼ ଗ୍ରାମ ରେ କିଛି ଗ୍ରାମ ରେ ଡ଼ିସେମ୍ବର ତା,୨୫।୧୨ରିଖ ବଡଦିନ, ଏହି ଦିନ ଆମେ ସମସ୍ତେ ଗତ ରାତିଠାରୁ ଜିସୁଙ୍କ ଧରାଅଵତରଣ ଅବା ଜନ୍ମ ନିମନ୍ତେ ଅପେକ୍ଷା ରତ ଥିଲୁ ଏହି ମୁହୂତ୍ତ୍ୱକୁ ଉତ୍ସବ ମୁଖର କରିବା ପାଇଁ ସମସ୍ତେ ଉତ୍ସାହର ଧୁମ ଧାମରେ ଏହି ପର୍ବ ପାଳନ କରିଥାଉ ।

Advertisement