Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର

ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର

464
ADVERTISEMENT

ବାଲିଗୁଡ଼ା,୨୫।୧୨(ଡି.ଏଚ/ବାଳକୃଷ୍ଣ ପାଢ଼ୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସମସ୍ତ ଗ୍ରାମପଞ୍ଚାୟତର ମୋଟ 261ଜଣ ନାମ ପଞ୍ଜିକରଣ କରିଥିଲେ ସେଥିମଧ୍ୟ୍ୟରୁ 173ଜଣ ମନୋନୀତ ହୋଇଥିଲେ 14ଜଣକୁ ସରକାରଙ୍କ ଦ୍ୱାରା ସାଇକଲ2, ହୁଇଲ ଚେନ5, କ୍ରଚେସ1, ବ୍ଲାଇଣ୍ଡ ଷ୍ଟିକ1ହିଅରିଂ ଐଡ 4ଟି ଦିଆଯାଇଛି ଏହାକୁ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଏସିଏସଓ,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁପେ ପରିଚାଳନା କରାଯାଇଛି ।

Advertisement