କେ. ନୂଆଗାଁ,୨୩।୧୨:(ଡି.ଏଚ/ସୁରେଶ କୁମାର ପଣ୍ଡା) : କେ ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା କରାଯିବା ସହ କିସ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ବୃଦ୍ଧିବୃଦ୍ଧାଙ୍କ ପାଇଁ କମ୍ବଳ ବଣ୍ଟନ କରାଯାଇଛି ଏହା କୁଡୁତୁଳି ପଞ୍ଚାୟତରେ ବଣ୍ଟା ଯାଇଥିଲା ଏହି କାର୍ଯ୍ୟକ୍ରମରେ କେ .ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ବିଜୁ ଜନତା ଦଳର ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା ଓ ସରପଞ୍ଚ ଉପସ୍ଥିତ ରହି ବଣ୍ଟା ଯାଇଥିଲା















