Monday, November 23, 2026
ADVERTISEMENT
Home ଆଞ୍ଚଳିକ କିମ୍ସ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା

କିମ୍ସ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା

723
ADVERTISEMENT

ଦାରିଙ୍ଗବାଡି,୨୩।୧୨:(ଡି.ଏଚ /ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ମାଗଣା ସ୍ୱାସ୍ଥ୍ୟ ସେବା କେନ୍ଦ୍ର କରାଯାଇଥିଲା । ଏହା କିମ୍ସ ତରଫରୁ ଆୟୋଜନ ହୋଇଥିଲା ବହୁ ସଂଖ୍ୟାରେ ରୋଗୀ ଉପକୃତ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି କୀମସ ତରଫରୁ ମୁକେଶ ରଞ୍ଜନ ନାୟକ, ସାଂସଦ ପ୍ରତିନିଧି କ୍ଷୟତ୍ରୀ ବାଳା ନାୟକ ଉପସ୍ଥିତ ରହିବା ସହ ଆକାଶ ନାୟକ, ଅକ୍ଷୟ ନାୟକ ଓ ରାମକୃଷ୍ଣ ପାଣିଗ୍ରାହୀ ସ୍ଥାନୀୟ ଲୋକେ ସହଯୋଗ କରିଥିଲେ ।

Advertisement