ଭାରସମ୍ୟ ହରାଇ ଘାଟିରେ ପିଟିହେଲା ବସ୍

981
ADVERTISEMENT

ତୁମୁଡିବନ୍ଧ,୨୩।୧୨:(ଡି.ଏଚ /ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ଼ଠାରେ ସକାଳୁ ଡ୍ରାଇଭର ଭାରସାମ୍ୟ ହରାଇ ଘାଟି ରାସ୍ତାରେ ପିଟି ହୋଇଥିଲା । ସାରଳା ନାମକ ଏକ ଘରୋଇ ବସ ଆଜି ସକାଳୁ ଭୁବନେଶ୍ୱରରୁ ଲାଞ୍ଜିଗଡ଼ ଯାଉଥିଲା ଏହି ସମୟରେ ଭାରସମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ଏହି ବସ୍ ରେ ରେଜିଷ୍ଟ୍ରେସନ ନମ୍ବର “ଓଆର 02ବି.ଏ 9899” ଯାତ୍ରୀ ଅଲକ୍ପେ ବର୍ତ୍ତିଗଲେ ,ସମସ୍ତେ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି ।

Advertisement