Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମେରୀ ଖ୍ରୀଷ୍ଟମାସ ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡ଼ା ସହର

ମେରୀ ଖ୍ରୀଷ୍ଟମାସ ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡ଼ା ସହର

315
ADVERTISEMENT

ବାଲିଗୁଡ଼ା,୨୨।୧୨ (ଡି.ଏଚ/ଟିକି ଦଣ୍ଡିଆ) : ମେରୀଖ୍ରୀଷ୍ଟମାସ ଉପଲକ୍ଷେ ବାଲିଗୁଡ଼ାରେ ଏବେଠୁ ଚଳଚଞ୍ଚଳ ହେବାର ଦେଖିବାକୁ ମିଳିଛି ବିଭିନ୍ନ ଗ୍ରାମରୁ ଲୋକ ମାନେ ଆସି ବିଭିନ୍ନ ଦୋକାନ ଭିଡ଼ ଜମିଛି କିଏ ଡ୍ରେସ କିଣୁଛି ତ କିଏ ଲୁଗା, କିଣୁଛି ଏନେଇ ଏକ ଶୋଭାଯାତ୍ରା ମଧ୍ୟ୍ୟ କରାଯାଇଛି ଏହି ଶୋଭାଯାତ୍ରା ସୁନାପାଙ୍ଗା ଠାରୁ ବାହାରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ କରାଯାଇଥିଲା

Advertisement