ଟ୍ରାକ୍ଟର ମାଡିଯିବାରୁ ଶ୍ରମିକଙ୍କ ମୃତ୍ୟୁ

157
ADVERTISEMENT

କଳାହାଣ୍ଡି,୨୪/୬(ଡ଼ି ଏଚ ବି ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମହିମା ପଞ୍ଚାୟତ ଘଣ୍ଟିଗୁଡାଠାରେ ଟ୍ରାକ୍ଟରରୁ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଇଟା ବୋଝେଇ କରି ଆସୁଥିବା ସମୟରେ ଟ୍ରାକ୍ଟର ହେଡରେ ବସିଥିବା ଶ୍ରମିକ ମହେଶ୍ବର ପଟେଲ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ପଛ ଚକ ମାଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Advertisement