ସାନଖେମୁଣ୍ଡି,୨୧/୧୨,(ଡି.ଏଚ/ପ୍ରଫୁଲ ସାବତ ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଳାଭଣଞ୍ଜା ଗ୍ରାମରେ କେତେ ଗୁଡିଏ ଚାଷି ସମବାୟ ସମିତି ଅଫିସ୍ ଆଗରେ ୨୦/୧୨ ଶୁକ୍ରବାର ଦିନ ଧାରଣା କରି ଘେରି ରର୍ହିଥିଲେ । ସେମାନଙ୍କ ଦାବି ମଣ୍ଡିଖୋଲିବା ସକାସେ ବି ମଣ୍ଡିରେ ଧାନ ନେବାର ନା ଧରୁନାହାନ୍ତି ସରକାରି ବାବୁମାନେ ଏପଟେ କେତେଗୁଡିଏ ଚାଷୀଙ୍କ ମଣ୍ଡିରେ ନାମହିଁ ନାଇ ସେମାନେ ଧାନ କିଭଳି ଦେବେବୋଲି ଚିନ୍ତା ଗ୍ରସ୍ତ ହୋଇପଡିଛନ୍ତି ସେଠାକାର ସେକେରେର୍ଟରି
ବିପିନି ଶଡ଼ଙ୍ଗିଙ୍କୁ ପଚାରି ବୁଝିଥିଲେ ଯେ ଆମେ ଧାନ କିଭଳି ବିକ୍ରି କରିବୁ ବୋଲି ସେ ସିଧାସଳଖ ମନା କରିଦେଇଥିଲେ,କହିଥିଲେ ମୋ ହାତରେ କିଛି ନାହିଁ ବୋଲି।ଏପଟେ ଵଣୁଆ ହାତୀର ଉପଦ୍ରବ୍ୟ ଦେଖି ଗ୍ରାମର ଚାଷୀ ମାନେ ଭୟବିତ ହୋଇପଡିଛନ୍ତି ।ସମବାୟ ସମିତି ଅଫିସ ଆଗରେ ଧାରଣା କରି ବସିରହିଥିଲେ।ତୁରନ୍ତ ମଣ୍ଡି ନ ଖୋଲିଲେ ଚାଷୀ ରାଜ ରାସ୍ତାକୁ ଓଲେଇବେ ବୋଲି କହିଛନ୍ତି ।















