Monday, November 23, 2026
ADVERTISEMENT
Home ଆଞ୍ଚଳିକ କଳିଙ୍ଗା ପଥପାର୍ଶ୍ୱ ସେବା କେନ୍ଦ୍ର ବନ୍ଦ

କଳିଙ୍ଗା ପଥପାର୍ଶ୍ୱ ସେବା କେନ୍ଦ୍ର ବନ୍ଦ

269
ADVERTISEMENT

ଘୁ.ଉଦୟଗିରି,୨୦।୧୨(ଡି.ଏଚ/ରାହୁଲ କୁମାର ଜେନା) : କଳିଙ୍ଗା ପଥପାର୍ଶ୍ୱ ସେବା କେନ୍ଦ୍ର ବନ୍ଦ। ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚ।ୟତ ଦେଇ ଯାଇଥିବା ରାଜରାସ୍ତା କଡ଼ ରେ ଥିବା ପଥପାର୍ଶ୍ଵ ସେବା କେନ୍ଦ୍ର ରେ ଥିବା କର୍ମଚାରୀ ମ।ନଙ୍କରଦରମା ଚାରି ମାସ ହେଲା ମିଳିନଥିବା ବେଳେ ୬ ମାସ ହେଲା କୌଣସି ସଫାଇ ସାମଗ୍ରୀ ବି ମିଳିନାହିଁ ,କିନ୍ତୁ ରାଜ୍ୟ ସରକାର ଙ୍କ ସହ ଚୁକ୍ତି କରିଥିବା ଘରୋଇ ସଂସ୍ଥା ଏହାର ଠିକ ତଦାରଖ କରିପାରୁ ନାହିଁ,ଯାହାଫଳ ରେ ଏହି ସେବା କେନ୍ଦ୍ର ବନ୍ଦ ହେବ। କୁ ବସିଲାଣି ,ଏବଂ ଏହା ବନ୍ଦ ହେବା ଯୋଗୁଁ ବହୁ ସଂଖ୍ୟକ ପର୍ଯ୍ୟଟକ ଅସୁବିଧା ର ସମ୍ମୁଖୀନ ହଉଛନ୍ତି ।

Advertisement