Monday, November 23, 2026
ADVERTISEMENT
Home ଆଞ୍ଚଳିକ ଦରମା ନମିଳିବାରୁ ତାଲା ପକାଇଲେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ

ଦରମା ନମିଳିବାରୁ ତାଲା ପକାଇଲେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ

246
ADVERTISEMENT

କନ୍ଧମାଳ:୧୯/୧୨,(ଡି.ଏଚ/ଟିକିଦଣ୍ଡିଆ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ,ମହାସିଙ୍ଗ ଦାରିଙ୍ଗବାଡ଼ି, ଉଦୟଗିରି ବ୍ଲକ କଳିଙ୍ଗା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଆଜି ସମସ୍ତ ସିକ୍ୟୁରିଟି ଗାର୍ଡ଼ ଦରମା ନ ମିଳିବାରୁ ତାଲା ପକାଇଲେ ଆଜିକୁ ଛ ମାସ ହେବ ଏମାନଙ୍କ ଦରମା ଦିଆଯାଇନି ବୋଲି ଗାର୍ଡ଼ ମାନଙ୍କ ଅଭଯୋଗ ଏନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରି ବୁଝିବାରୁ ସେମାନଙ୍କ ଦରମା ରଖା ହୋଇନି ପ୍ରତି ମାସରେ ପୈଠ କରାଯାଇଛି ବୋଲି କହିଛନ୍ତି l

Advertisement