Monday, November 23, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ସମବାୟ ଖାଉଟି କଲ୍ୟାଣ ସମବାୟ ମନ୍ତୀଙ୍କୁ ସମ୍ବଦ୍ଧନା

ରାଜ୍ୟ ସମବାୟ ଖାଉଟି କଲ୍ୟାଣ ସମବାୟ ମନ୍ତୀଙ୍କୁ ସମ୍ବଦ୍ଧନା

259
ADVERTISEMENT

ବ୍ରହ୍ମପୁର:୧୯/୧୨,(ଡି.ଏଚ/ହିମାଂଶୁ ପାଢି ) : ବ୍ରହ୍ମପୁର ଗସ୍ତରେ ଆସିଥିବା ରାଜ୍ୟ ସମବାୟ ଖାଉଟି କଲ୍ୟାଣ ସମବାୟ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବ୍ରହ୍ମପୁର ସରକିଟ ହାଉସ ଠାରେ ସମ୍ବଦ୍ଧନା ଦିଆଯାଇଛି । ବ୍ରହ୍ମପୁର କେନ୍ଦ୍ରସମବାୟ ସଭାପତି ଅଲେଖ ଚୌଧୁରୀ,କୋଟାପୁଟ ସମବାୟ ବ୍ୟାକଂ ସଭାନେତ୍ରୀ ମିନାଷୀ ନନ୍ଦ,ବରିଷ୍ଟ ସମବାୟବିତ ସୁଧିର କୁମାର ରାଉତ,ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ସଭାପତି ସୂଯ୍ୟକାନ୍ତୀ ପରିଡା ,ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ସଭାପତି ସୁରେଶ ଚନ୍ଦ୍ର ସାହୁ,ବ୍ରହ୍ମପୁର ପାଇକାରୀ ଭଣ୍ଡାର ନିର୍ଦ୍ଧେଶକ ରଜିତ ପାତ୍ର,ରାଜ୍ୟ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ସଂଘ ସଭାପତି ସିତାରାମ ପ୍ରଧାନଙ୍କ ସମେତ ବହୁ ସମବାୟ ପ୍ରେମୀ, ଜିଲ୍ଲା ସମବାୟ ବିଭାଗର ଅଫିସର ଗଣ ଯୋଗଦେଇଥିଲେ।

Advertisement