Sunday, November 22, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ବିଦ୍ୟାଳୟ ର ହିରକ ଜୟନ୍ତୀ ପାଳିତ

ସରକାରୀ ବିଦ୍ୟାଳୟ ର ହିରକ ଜୟନ୍ତୀ ପାଳିତ

292
ADVERTISEMENT

କୋଟଗଡ (ଡି.ଏଚ/ନଳିନୀ କାନ୍ତ ମିଶ୍ର) ; କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ର ସରକାରୀ ବିଦ୍ୟାଳୟ ର ହିରକ ଜୟନ୍ତୀ (ଶତବାର୍ଷିକ) ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଜେନା ଓ ପ୍ରେସିଡେଣ୍ଟ ଜଗନ୍ନାଥ ସାହୁ ବିଇଓ ଥିଲେ ଓ ମୁଖ୍ୟ ବକ୍ତା ଶ୍ରୀ ଅନନ୍ତ ସାହୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସନ୍ନମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ମଣି କହଁର ଓ ଶ୍ରୀଯୁକ୍ତ ରାଜୀବ ପାତ୍ର ପୂର୍ବତନ ବିଧାୟକ ଓ ଶ୍ରୀମତୀ ସବିତା ମଲ୍ଲିକ ବ୍ଲକ ଅଧକ୍ଷା ଓ ଜି.ଭି ରମଣ ପାନ୍ତୁଲୁ ଉପଅଧକ୍ଷ ଓ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମୁର୍ମୁ ବିଡିଓ ଓ ମୋନଜ କୁମାର ସାବତ ଡାଇମଣ୍ଡ ଯୁବଲି ର ସଭାପତି ଓ ଶ୍ରୀଯୁକ୍ତ କାଶୀନାଥ ସାହୁ ଓ ବାଲିଗୁଡା ଏନଏସି ର ଉପାଧ୍ୟକ୍ଷ ରହି ସଭା ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ଓ ତା ସଙ୍ଗେ ସଙ୍ଗେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କୋଟଗଡ ଠାରେ ଏକ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ କର କମଳ ରେ ଉଦଘାଟନ କରିଥିଲେ ଓ ଆଗକୁ କେମିତି କୋଟଗଡ ବ୍ଲକ କୁ ସରସ ସୁନ୍ଦର କରାଯିବ ତା ପାଇଁ ଉଦବଧନ ଦେଇଥିଲେ ଓ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆମ ରିପୋର୍ଟର ଙ୍କୁ କହିଥିଲେ ।

Advertisement