Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଦରମା ନ ମିଳିବାରୁ ତାଲା ପକାଇଲେ ସୁରକ୍ଷା କର୍ମୀ

ଦରମା ନ ମିଳିବାରୁ ତାଲା ପକାଇଲେ ସୁରକ୍ଷା କର୍ମୀ

331
ADVERTISEMENT

କନ୍ଧମାଳ (ଡି.ଏଚ/ସୁରେଶ କୁମାର ପଣ୍ଡା) ; କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆ ଗାଁ,ମହାସିଙ୍ଗ,ଦାରିଙ୍ଗବାଡି,ଉଦୟଗିତି ବ୍ଲକ କଳିଙ୍ଗା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଆଜି ସମସ୍ତ ସିକ୍ୟୁରିଟି ଗାର୍ଡ ମାନେ ଦରମା ନ ମିଳିବାରୁ ବାଧ୍ୟ ହୋଇ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ତାଲା ପକାଇଦେଇଥିଲେ । ସୂଚନାନୂଯାୟୀ ଆଜିକୁ ୬ ମାସ ହେଲା ସେମାନଙ୍କ ଦରମା ମିଳୁନଥିବାରୁ ସେମାନେ ଏହିପରି କରିଥିବା ଜଣାପଡିଛି । ଏନେଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେମାନଙ୍କ ଦରମା ଠିକ୍ ସମୟରେ ମିଳିଯାଇଥିବା ପ୍ରକାଶ କରିଛନ୍ତି ।

Advertisement