ଚାକିରି ନାଁରେ ଠକେଇ,୭ଜଣ ଗିରଫ

187
ADVERTISEMENT

କେନ୍ଦୁଝର, ୨୪/୬(ଡ଼ି ଏଚ ବି ):କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗରେ ପୁଲିସ୍‌ର ଚଢ଼ାଉ ସହ ୭ଜଣଙ୍କୁ ଗିରଫ । ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର  ଜବତ। ଏହି ମାର୍କେଟିଂ ସଂସ୍ଥା ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍‌ କହିଛି।

Advertisement