Sunday, November 22, 2026
ADVERTISEMENT
Home ଆଞ୍ଚଳିକ ପରିବହନ ମନ୍ତ୍ରୀ :ଗାୟତ୍ରୀ ପରିବାର ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ପରିବହନ ମନ୍ତ୍ରୀ :ଗାୟତ୍ରୀ ପରିବାର ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

459
ADVERTISEMENT

କନ୍ଧମାଳ,୧୬।୧୨,(ଡି.ଏଚ/ ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଓଡ଼ିଶା ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କୁ ଗାୟତ୍ରୀ ପରିବାର ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ସହ ପୂର୍ବତନ ମହିଳା ଶିଶୁ ବିକାଶ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଧ୍ୟ୍ୟ ସ୍ୱାଗତ କରାଯାଇଛି ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ନଗର ଅଧକ୍ଷା ମମତା ବେହେରା, ଗାୟତ୍ରୀ ପରିବାରରୁ ଜଗନ୍ନାଥ ବେହେରା, ବିଜୟ ଖଣ୍ଡଗିରି, ଅନ୍ତର୍ଯ୍ୟାମୀ ବେହେରା ଓ ପରିବାରର ସମସ୍ତ ମା ଓ ଭାଇ ଭଉଣୀ ଉପସ୍ଥିତ ଥିଲେ ।

Advertisement