Monday, November 23, 2026
ADVERTISEMENT
Home ଆଞ୍ଚଳିକ ଜାଡଧାର ଠାରୁ ଜିରିପଡା ରାସ୍ତାର ଭୂମି ପୂଜନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଜାଡଧାର ଠାରୁ ଜିରିପଡା ରାସ୍ତାର ଭୂମି ପୂଜନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

273
ADVERTISEMENT

ଭଞ୍ଜନଗର (ଡି.ଏଚ୍‌/ଜି.ପି.ପଟ୍ଟନାୟକ) :ଭଂଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥପ୍ରସାଦ ବ୍ଲକ ଉପାନ୍ତଯୋଜନା ଅନୁକୁଲ୍ୟରେ ଜାଡଧାର ଠାରୁ ଦୋରଙ୍ଗି ଭାୟା ଜିରିପଡା ରାସ୍ତା ର ଭୂମିପୂଜନ କରିଛନ୍ତି ମାନ୍ୟବର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏଥିସହିତ ଜଗନ୍ନାଥ ପ୍ରସାଦ ବ୍ଲକ୍ ର ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ଜଗନ୍ନାଥ ପ୍ରସାଦ ବିଜୁ ଜନତା ଦଳର ସଭାପତି ମୋହନ ପ୍ରଧାନ ,ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା, ଉପାଧକ୍ଷ ହିମାଂଶୁ ଶେଖର ବାରିକ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ,ଯୋଗଦେଇଥିଲେ ।

Advertisement