Monday, November 23, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଓଲଟିଲା ବାଇକ ; ୨ ମୃତ

ଭାରସାମ୍ୟ ହରାଇ ଓଲଟିଲା ବାଇକ ; ୨ ମୃତ

272
ADVERTISEMENT

ଦିଗପହଣ୍ଡି (ଡି.ଏଚ୍‌) ; ଦିଗପହଣ୍ଡି ଠାରେ ଏକ ବାଇକ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଂ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଓଡି ୩୩ ଭି ୪୨୮୨ ନମ୍ବର ବିଷିଷ୍ଠ ଏକ ପଲସର ବାଇକ୍ ରେ ୨ ଜଣ ଯୁବକ ମଉଳାଭଞ୍ଜା ରାଧା ନଗର ମନ୍ଦିର ଯାଉଥିଲେ । କୌଣସି କାରଣ ବସତଃ ବାଇକଟି ଭାରସାମ୍ୟ ହରାଇ ଓଲଟିପଡିବାରୁ ଆର୍ ଶଙ୍କର ପାତ୍ର (୨୧) ଓ ନବୀନ ଗୌଡ (୨୨) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଜବତ୍ କରିବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।

Advertisement