ବ୍ରହ୍ମପୁର,୧୦/୧୨,(ଡି.ଏଚ/କିରଣ ମିଶ୍ର ) : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ୍ ଗୋଳନ୍ଥରା ଗ୍ରାମ ପଞ୍ଚାୟତରେ ପାଇଖାନା ତିଆରି କରିବାପାଇଁ ବ୍ଳକ୍ କାମ କରୁଥିବା ଠିକାଦାରଙ୍କ ଦ୍ୱାରା କାମ କରାଇଥିଲେ ବ୍ଳକ୍ କର୍ମଚାରୀ । ହେଲେ କାମନକରି ଗରିବ ଲୋକଙ୍କ ପଇସା ଠିକାଦାର ଅଧା କାମକରି ଜେଇ ସରିତା ବେହେରାଙ୍କ ଦ୍ୱାରା ବିଲ୍ କରାଇନେଇଛନ୍ତି। ହେଲେ କାମ ନ ସରୁଣୁ ବିଲ୍ କେମିତି ହେଲା। ସରିତା ବେହେରା ନଦେଖି ବିଲ୍ କେମିତି କରିଲେ ନା ଅଧା ଭାଗ ନେବା ପାଇଁ କରିଥିଲେ ଏହି ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲୁ କିନ୍ତୁ କାର୍ଯ୍ୟ କାରି ହୋଇପାରିଲା ନାହି । ହେଲେ 5Tଟି ସରକାର କାହାପାଇଁ ଗରିବ ଲୋକଙ୍କ ପାଇଁ ନା ସରକାରି କର୍ମଚାରୀଙ୍କ ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
















