Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଲୋଚାପଡ଼ା ଷ୍ଟେଟ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହିଁ ଲିଂକ ଫେଲୱାର ସାଧାରଣ ଲୋକେ ଓ ...

ଲୋଚାପଡ଼ା ଷ୍ଟେଟ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହିଁ ଲିଂକ ଫେଲୱାର ସାଧାରଣ ଲୋକେ ଓ ଜମାକାରି ହନ୍ତସନ୍ତ

546
ADVERTISEMENT

ବ୍ରହ୍ମପୁର,୯/୧୨(ଡି.ଏଚ/ଇ.ରଞ୍ଜନ) -: ବ୍ରହ୍ମପୁର ଅତିନିକଟରେ ଥିବା ଲୋଚାପଡ଼ା ଶାଖା ଷ୍ଟେଟ ବ୍ୟାଙ୍କ ସକାଳ ୧0ରେ ପ୍ରତିଦିନ ଭଳି ଖଲାଯାଇଥାଏ l ଆଜି ବ୍ୟାଙ୍କ ଖୋଲି ବା ଠାରୁ ହିଁ ସର୍ବ ଭାରତ ସ୍ତରରେ ଲିଂକ ନଥିବା ବ୍ୟାଙ୍କ କର୍ମଚାରୀ ମାନେ ଜମାକରିଙ୍କୁ ଅବଗତ କରୁଛନ୍ତି l ଦୂର ଦୂରାନ୍ତରୁ ବ୍ୟାଙ୍କ କାର୍ଯ୍ୟ ନିମନ୍ତେ ଆସୁଥିବା କିଛି ଜମାକରି ମାନେ ଲିଂକକୁ ବସିଛନ୍ତି କେତେବେଳେ ଲିଂକ ଆସିଲେ କାର୍ଯ୍ୟ ସାଧନ ହେବ l ଅନ୍ୟ କିଛି ଜମାକାରି ମାନେ ଅସନ୍ତୋଷ ମନେକରି ଫେରିଥାନ୍ତି l କିଛି ବ୍ୟକ୍ତ ଶାଖା ପରିଚାଳକ ଙ୍କୁ ଭୂଜିବା ପାଇଁ ଯାଉଥିବା ସମୟରେ ପରିଚାଳକ ସମୟ ସାଡେ ୧୧ ଟା ହଇଥିବା ସତ୍ୱେ ଶାଖା ପରିଚାଳକଙ୍କ ଅନୁପସ୍ଥିତିକୁ ନେଇ ସାଧାରଣ ଜମାକାରିଙ୍କ ପତିକ୍ରିୟା ସୃଷ୍ଟି ହଇଥିବା ଶୁଣିବାକୁ ମିଳିଛି l

Advertisement