Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ୱାଇ ଡବ୍ଲୁ ସି.ଏ ସଙ୍ଗଠନ ତରଫରୁ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ

ୱାଇ ଡବ୍ଲୁ ସି.ଏ ସଙ୍ଗଠନ ତରଫରୁ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ

586
ADVERTISEMENT

ବ୍ରହ୍ମପୁର,୮/୧୨(ଡି.ଏଚ/ହିମାଂଶୁ ପାଢ଼ୀ) : YWCA ଯୁବ ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆଜି ହିଲ ପାଟଣା ସ୍ଥିତ ହେଲେନ ପ୍ରାଥନା ଗୃହ ପରିସରରେ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ ହୋଇଯାଇଛି l ଏହି କାଯ୍ୟକ୍ରମରେ ସଦସ୍ୟା ମାନେ ଯୋଗ ଦେଇ ଯୀଶୁଙ୍କ ଜନ୍ମ ଜୟନ୍ତି ମାସ କୁ ଗୀତ ଓ କେରଲ ମାଧ୍ୟମରେ ରେ ସ୍ୱାଗତ କରିଥିଲେ l ମୁଖ୍ୟ ଅତିଥି ଭାବେ ମେରସି ମିସନ ର ମୁଖ୍ୟl ଶ୍ରୀମତୀ ଜିଜି ରାଜେଶ ଯୋଗଦେଇ ଖ୍ରୀଷ୍ଟମାସ ର ଶୁଭ ସମ୍ବାଦ ପରିବେସନ କରିଥିଲେ l ସଂଗଠନ ର ଅଧ୍ୟକ୍ଷl ଲେନା ଚାନ୍ଦ କାର୍ଯ୍ୟକ୍ରମ କୁ ପରିଚାଳନ କରି ଥିଲା ବେଳେ କୋଷାଧକ୍ଷl ରଶ୍ମି ରେଖା ମହାନ୍ତି ସ୍ୱାଗତ ସଂଭାଶଣ ଦେଇଥିଲେ ଓ ସମ୍ପାଦିକା ଇପ୍ସିତଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଫାଉଣ୍ଡେର ସଦସ୍ୟl ପଦ୍ମିନୀ ପାତ୍ର ଓ ସୁନନ୍ଦା ମହାନ୍ତି YWCA ର 22 ବର୍ଷ ର ଇତିହାସ ଓ ସମାଜ ସେବା କାର୍ଯ୍ୟକ୍ରମକୁ ବକ୍ତବ୍ୟ ରେ ରଖିଥିଲେ l ଗୀତ ଓ ଖ୍ରୀଷ୍ଟମାସ ନୃତ୍ୟ ରେ ସଦସ୍ୟl ମାନେ ଝୁମି ଉଠିଥିଲେ l
ଏହି କାର୍ଯ୍ୟକ୍ରମ ରେ ରତ୍ନା କୋଟନ, ଅର୍ଚନା ନାୟକ, ଆଶା ନାୟକ, ନିଶାମଣି ନାୟକ, ରୋଜାଲିନ ପ୍ରୋମୁଖ କାର୍ଯ୍ୟକ୍ରମ ପରି ଚାଲନା ରେ ସହଯୋଗ କରିଥିଲେ l ଆଗାମୀ ଦିନ ଗୁଡାକ ରେ ବସ୍ତି, ଗାଁ ପୁଣି ଅସହାୟ ଲକ ମାନଙ୍କ ପାଖକୁ ଯାଇ ସମାଜ ର ଉନ୍ନତି ମୂଳକ କାମ ରେ କାର୍ଯ୍ୟ ଜାରି ରଖିବୁ ବୋଲି ଆଧାକ୍ଷା ଘୋଷଣା କରି ଥିଲେ lYWCA celebrates Christmas and Foundation Day

YWCA ଯୁବ ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆଜି ହିଲ ପାଟଣା ସ୍ଥିତ ହେଲେନ ପ୍ରାଥନା ଗୃହ ପରିସରରେ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ ହୋଇଯାଇଛି l ଏହି କାଯ୍ୟକ୍ରମରେ ସଦସ୍ୟା ମାନେ ଯୋଗ ଦେଇ ଯୀଶୁଙ୍କ ଜନ୍ମ ଜୟନ୍ତି ମାସ କୁ ଗୀତ ଓ କେରଲ ମାଧ୍ୟମରେ ରେ ସ୍ୱାଗତ କରିଥିଲେ l ମୁଖ୍ୟ ଅତିଥି ଭାବେ ମେରସି ମିସନ ର ମୁଖ୍ୟl ଶ୍ରୀମତୀ ଜିଜି ରାଜେଶ ଯୋଗଦେଇ ଖ୍ରୀଷ୍ଟମାସ ର ଶୁଭ ସମ୍ବାଦ ପରିବେସନ କରିଥିଲେ l ସଂଗଠନର ଅଧ୍ୟକ୍ଷl ଲେନା ଚାନ୍ଦ କାର୍ଯ୍ୟକ୍ରମକୁ ପରିଚାଳନ କରି ଥିଲା ବେଳେ କୋଷାଧକ୍ଷl ରଶ୍ମି ରେଖା ମହାନ୍ତି ସ୍ୱାଗତ ସଂଭାଶଣ ଦେଇଥିଲେ ଓ ସମ୍ପାଦିକା ଇପ୍ସିତଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement