Sunday, November 22, 2026
ADVERTISEMENT
Home ଆଞ୍ଚଳିକ ବୃଦ୍ଧା ବୃଦ୍ଧିଙ୍କୁ ଶୀତ ବସ୍ତ୍ର ବଣ୍ଟନ

ବୃଦ୍ଧା ବୃଦ୍ଧିଙ୍କୁ ଶୀତ ବସ୍ତ୍ର ବଣ୍ଟନ

398
ADVERTISEMENT

କନ୍ଧମାଳ,୬/୧୨(ଡି.ଏଚ/ସୁରେଶ କୁମାର ପଣ୍ଡା) ; କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାୟତ୍ରୀ ପରିବାର ତରଫରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି ଏହି ବଣ୍ଟନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏଏନଏସି ଅଧକ୍ଷା ମମତା ବେହେରା ଯୋଗଦେଇଥିଲେ । ବାଲିଗୁଡ଼ାର 200ରୁ ଅଧିକ ବୃଦ୍ଧା ବୃଦ୍ଧିଙ୍କୁ କମ୍ବଳ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସଭାପତି, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହ ଅନ୍ତର୍ଯ୍ୟାମୀ ବେହେରା ସୁଚାରୁ ରୂପେ କାର୍ଯ୍ୟ ସମ୍ପନ କରିଥିଲେ ।

Advertisement