Monday, November 23, 2026
ADVERTISEMENT
Home ଆଞ୍ଚଳିକ ଶ୍ରୀ ହନୁମାନଙ୍କ ଏକ ନୂତନ ଦେବାଳୟ ଭୂମିପୂଜନ

ଶ୍ରୀ ହନୁମାନଙ୍କ ଏକ ନୂତନ ଦେବାଳୟ ଭୂମିପୂଜନ

306
ADVERTISEMENT

ବ୍ରହ୍ମପୁର,୬/୧୨(ଡି.ଏଚ/ଗୁରୁପ୍ରସାଦ ପଟନାୟକ) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ମନ୍ଦିର ମାଳିନୀ କରିବା ଉଦ୍ଦେଶ୍ୟରେ ଆଜି ଧରାକୋଟ ବ୍ଲକ୍ ଅନ୍ତର୍ଗତ ଶରଧାପୁର ପଞ୍ଚାୟତସ୍ଥିତ ଲକ୍ଷ୍ମୀପୁର ଗ୍ରାମର ଜନତାଙ୍କ ବହୁ ଆଶା ଆକାଂକ୍ଷା ତଥା ଶ୍ରୀ ହନୁମାନଙ୍କ ଏକ ନୂତନ ଦେବାଳୟ ନିର୍ମାଣ କରିବା ନିମନ୍ତେ ଆଦ୍ୟ ଭୂମିପୂଜନର ଶୁଭାରମ୍ଭ କଲେ ମାନ୍ୟବର ପ୍ରଭୂପ୍ରେମୀ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ।

Advertisement