Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଗଣିତ ଓ ବିଜ୍ଞାନ ମେଳା

ଗଣିତ ଓ ବିଜ୍ଞାନ ମେଳା

341
ADVERTISEMENT

ପଦ୍ମପୁର,୬/୧୨(ଡିଏଚ/କୁଞ୍ଜ ବିହାରି ସାହୁ):- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଓ ବିଞାନ ମେଲା ଗୁରୁବାର ଅନୁଷ୍ଠିତ ହୋଇଥିଲା। ସ୍କଲର ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମାଣ୍ଡୋସିଲ ସିଆରସିସି ରାଧେଶ୍ୟାମ ପଟେଲ ମୁଖ୍ୟ ଅତିଥି, ମାଣ୍ଡୋସିଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଡନସନା ସମ୍ମାନିତ ଅତିଥି, ସ୍କୁଲ ପରିଚାଳନା କମିଟୀ ସଭାପତି ବନବସ ସାହୁ, ବିଞାନ ଶିକ୍ଷକ ଦିପକ କୁମାର ପ୍ରଧାନ ପ୍ରମୁଖ ଯୋଗ ବର୍ତ୍ତମାନ ଯୁଗରେ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ଓ ବିଞାନ ର ଆବଶ୍ୟକତା କୁ ଉପଲବ୍ଧ କରାଇବା ଲାଗି ଏପରି ମେଲାର ଆୟୋଜନ ସଂପର୍କରେ ବୁଝାଇ ଥିଲେ। ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ଗଣିତ ଓ ବିଞାନ ସଂପର୍କିତ ବିଭିନ୍ନ ପ୍ରକଳ୍ପ ମାନ ପ୍ରଦର୍ଶିତ ହୋଇଥିଲା । ରାଜେଶ୍ୱରୀ ଦନ୍ତା ପ୍ରଥମ, ଧୃବ ସାହୁ, କହ୍ନେଇ ବରିହା ଦ୍ବିତୀୟ , ରେଣୁକା ସାହୁ, ଚିନ୍କୟୀ ପ୍ରଧାନ ତୃତୀୟ ହୋଇଥିଲେ ।

Advertisement