ତୁମୁଡିବନ୍ଧ,୫।୧୨(ଡି.ଏଚ/ ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଓ ତୁମୁଡ଼ିବନ୍ଧରେ ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ତରଫରୁ ହୋଇଥିଲା ଏହି ଯୋଜନାରେ ସମସ୍ତ ଅଧକ୍ଷ ଅଧକ୍ଷା ଓ ବିଡ଼ିଓ ସରପଞ୍ଚ ଉପସ୍ଥିତ ରହିବା ସହ ସମସ୍ତ ପଞ୍ଚାୟତର ଜନସଧାରଣ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ ବହୁତ ନୂଆ କାର୍ଯ୍ୟ ଉପରେ ଆଲୋଚନା ହେବା ସହ ଶ୍ରମିକମାନଙ୍କ ୧00ଦିନ କାମ ଉପରେ ଆଲୋଚନା ହୋଇଥିଲା l

















