ବ୍ରହ୍ମପୁର,୩।୧୨:(ଡି.ଏଚ/ଇ.ରଞ୍ଜନ ) : ବ୍ରହ୍ମପୁର କିନ୍ନର ସମାଜ ତରଫରୁ ହାଇଦ୍ରାବାଦର ପଶୁ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡୀଙ୍କୁ ନରରାକ୍ଷସଙ୍କ ଅଭାବନିୟ କାଣ୍ଡକୁ ନେଇ ନିନ୍ଦା କରିବା ସହ କେଣ୍ଡଲ ଯାତ୍ରା କୋର୍ଟ ପେଟା ଛକ ଠାରୁ ଏମ.କେ.ସିଜି ବଡ଼ ମେଡିକାଲ ପର୍ଯ୍ୟନ୍ତ ସଭାଯାତ୍ରା କରିଥିଲେ । ଏଥିସହ ଡାକ୍ତର ରେଡ୍ଡୀଙ୍କ ଶୋକ ସଭା କରିବା ସହ ହତ୍ୟାକାରୀଙ୍କୁ ତାଙ୍କ ଚିରାଚରିତ ଡ଼ଙ୍ଗରେ ନିନ୍ଦା କରିଥିଲେ l

















