Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଅଭିଭାବକ ସମ୍ମିଳନୀ

ଅଭିଭାବକ ସମ୍ମିଳନୀ

325
ADVERTISEMENT

ବାଲିଗୁଡ଼ା,୩।୧୨(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ସ୍କୁଲରେ ଅଭିଭାବକ ସମ୍ମିଳନୀ କରାଯାଇଛି l ଏହି ସମ୍ମିଳନୀରେ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଯୋଗଦେଇଥିଲେ ସ୍କୁଲ ସଭାପତି ରାଜ କିଶୋର ପାଢ଼ୀ ପ୍ରଧାନ ଶିକ୍ଷୟତ୍ରୀ ରେଖା ରାଣୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l

Advertisement