ଆସ୍କା,୨।୧୨,(ଡି.ଏଚ/ଗୁରୁପ୍ରସାଦ) : ଗଂଜାମ ଜିଲ୍ଲା ଆସ୍କା ପୋଲିସର ଦେଶୀ ମଦ ଭାଟି ଉପରେ ଚଢ଼ାଉ, ସ୍ଥାନୀୟ ବାଲିସିରା ଓ ଭ।ଲିଆ ପଲ୍ଲୀ ଗ୍ରାମରେ ଥିବା ମଦ ଭାଟିରେ ଚଢ଼ାଉ କରି୧୦୦୦୦ ଲିଟର ମଦ, ୧୦୦୦ ଲିଟର ସ୍ପିରିଟ ସହ ମଦ ପ୍ରସ୍ତୁତିରେ ଆବଶ୍ୟକୀୟ ସରଞ୍ଜାମ ଜବତ କରିଛି । ବେଆଇନ ମଦ ପ୍ରସ୍ତୁତି କରିବା ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।
















