Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ସ୍ଵେଛା କୃତ ରକ୍ତ ଦାନ ଶିବିର

ସ୍ଵେଛା କୃତ ରକ୍ତ ଦାନ ଶିବିର

356
ADVERTISEMENT

କୋଟଗଡ,୧/୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା କୋଟଗଡ ସରକାରୀ ମେଡିକାଲରେ ସ୍ଵେଛା କୃତ ରକ୍ତ ଦାନ ଶିବିର ବା ରକ୍ତ ଦାନ ଜୀବନ ଟୀକା, ୧/୧୨ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଅଛି l ଏଥିରେ ମୁଖ୍ୟ ଅତିଥି ରୂପେ B. D. O କୈଳାଶ ଚନ୍ଦ୍ର ମୁର୍ମୁ ଓ କୋଟଗଡ ସରପଞ୍ଚ ଶ୍ୱେତନିଲା ସୁକାମଝି ଯୋଗ ଦେଇଥିଲେ ଓ କୋଟଗଡ ସରକାରୀ ମେଡିକାଲ ଅଫିସର ଦେବନାଥ ଦେ ଓ B.P.M ସାନ୍ତନୁ କୁମାର ସାହୁ ଓ କୋଟଗଡ ମେଡିକାଲ ଷ୍ଟାଫ ଓ M.P ପ୍ରତିନିଧି ମୋନଜ କୁମାର ସାବତ ମିଶି ବ୍ଲଡ଼ ଡନେଟେଡ଼ କାର୍ଯ୍ୟ ସୁଚାରୁ ରୂପେ ତଦାରଖ କରିଥିଲେ ଓ ଆଜିର ଏହି କାର୍ଯ୍ୟକ୍ରମ ରେ ୮୭ ୟୁନିଟ ବ୍ଲଡ଼ ସ୍ଵେଛା କୃତ ଭାବେ ଲୋକେ ବ୍ଲଡ଼ ଦେଇଥିଲେ l

Advertisement