Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଚାରି ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

ଚାରି ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

331
ADVERTISEMENT

କୋଟଗଡ,୧ା୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର ) : କନ୍ଧମାଳ ଜିଲ୍ଲା କୋଟଗଡ ପୋଲିସ ଶନିବାର ସନ୍ଧ୍ୟାରେ ଚାରି ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ପୋଲିସ ଗିରଫ କରିଛନ୍ତି l ସେମାନେ ହେଲେ ଆନ୍ଦ୍ରିୟ ମାଝୀ, ବସନ୍ତ ନାୟକ, ସହଦେଵ ମାଝୀ, ଯୁଗଳ ମାଝୀ, ଏ ନେଇ କେଶ ନଂ 508/509/510/511/19ରେ କୋଟଗଡ ପୋଲିସ ମାମଲା ରୁଜ଼ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି l କୋଟଗଡ ବ୍ଲକ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବାବେଳେ ଏହି ଚାରି ଜଣ ନିଶାସକ୍ତ ଚାଳକ ପୋଲିସ ହାବୁଡ଼ରେ ପଡ଼ିଥିଲେ l

Advertisement