Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ

ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ

537
ADVERTISEMENT

ବ୍ରହ୍ମପୁର,୨୯/୧୧(ଡି.ଏଚ/ଗୁରୁପ୍ରସାଦ ପଟନାୟକ ) : ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ – ଅଜିତ ଜେନା indian rural olympic association & sidarth sports nepal ତରଫରୁ ଆୟୋଜିତ ୪ର୍ଥ ଇଣ୍ଡୋ ନେପାଳ ଵୃରଲ କବାଡି ଚମ୍ପିୟନ ରେ ଓଡ଼ିଶାର ଗଂଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ଢଉଗାଁ ଗ୍ରାମ ପଞ୍ଚାୟତର ବାହାଡାଗୁଡା ଗ୍ରାମର ଅଜିତ ଜେନା ସେ ଭାରତୀୟ ଦଳରେ ସାମିଲ ହୋଇ ନେପାଳ ଗସ୍ତ କରିଥିଲେ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭାକୁ ପରିବେଷଣ କରିଥିଲେ । ପ୍ରଥମେ ମ୍ୟାଚ ନେପାଳ ଆଉ ଭାରତ ମଧ୍ୟରେ ହୋଇଥିବା ବେଳେ ଏହାକୁ ଅତି ସହଜରେ ଭାରତ ବିଜୟ ଲାଭ କରିଥିଲା ଏବଂ ପରେ ଭୁଟାନ କାଠମାଣ୍ଡୁ, ମିଆଁମାର, ଶେଷରେ ନେପାଳ ଆଉ ଭାରତ ଭିତରେ ହୋଇଥିବା ବେଳେ ଅଜିତଙ୍କ ଦମଦାର ପାଦସ୍ୱର୍ଣ୍ଣ ବଳରେ 14-36ରେ ନେପାଳକୁ ପରାସ୍ତ କରି ଭାରତ ବିଜୟ ଲାଭ କରିଥିଲା ।

Advertisement