Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଯକ୍ଷ୍ମା ରୋଗର ସଚେତନତା କାର୍ଯ୍ୟକ୍ରମ

ଯକ୍ଷ୍ମା ରୋଗର ସଚେତନତା କାର୍ଯ୍ୟକ୍ରମ

365
ADVERTISEMENT

ବ୍ରହ୍ମପୁର,୨୯/୧୧(ଡି.ଏଚ/ ହିମାଂଶୁ ପଢି ) : ବ୍ରହ୍ମପୁର ମହାନଗରର ଆସିବା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଯକ୍ଷ୍ମା ରୋଗର ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ଟିବି ହାରିବ ଦେଶ ଜିତିବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଯକ୍ଷ୍ମା ବିଭାଗ ,ଅଙ୍ଗନବାଡୀ କର୍ମୀ ଆଶା ଦିଦିଙ୍କ ସମେତ ବି ଚିନ୍ମୟୀ ,ଶିକ୍ଷକ ରାଜେଶ କୁମାର ତାରିଣୀ ,ବିଜେଡି ନେତା ପ୍ରଭାତ କୁମାର ସାହୁ, ସମାଜସେବୀ ଅନିଲ କୁମାର ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟିବି ରୋଗର ଲକ୍ଷଣ ଓ ନିରାକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ନିଜେ ସୁରକ୍ଷିତ ରହିବା ସହ ପରିବାର ଓ ସମାଜକୁ ଯକ୍ଷ୍ମା ରୋଗରୁ କିପରି ମୂଳରୁ ନିପାତ କରାଯିବ ସେହି ବିଷୟରେ ବିସ୍ତୃତ ଭାବେ ବିଶେଷଜ୍ଞ ମାନେ ବୁଝାଇଲେ । ସରକାରଙ୍କ ଉନ୍ନତମାନର ପରୀକ୍ଷା ସହ ମାଗଣା ଔଷଧ ସମସ୍ତ ସରକାରୀ ଚିକିତ୍ସାଳୟ ଓ ଅଙ୍ଗନବାଡୀ କର୍ମୀଙ୍କ ଠାରେ ମିଳୁଛି ଏଣୁ ଏହା ବ୍ୟବହାର କରି ଏକ ସୁସ୍ଥ ଭାରତ ଗଠନ କରିବା ପାଇଁ ନିବେଦନ କରିଥିଲେ ।

Advertisement