Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବି୭ ଫିଟନେସ ଜିମର ସଫଳତାର ଉତ୍ସବ ଅନୁଷ୍ଠିତ

ବି୭ ଫିଟନେସ ଜିମର ସଫଳତାର ଉତ୍ସବ ଅନୁଷ୍ଠିତ

298
ADVERTISEMENT

ବ୍ରହ୍ମପୁର,୨୬।୧୧: (ଡି.ଏଚ/ଗୁରୁପ୍ରସାଦ ପଟନାୟକ ) : ଆଜି ଆସିକା କଳିଙ୍ଗ ରୋଡ଼ରେ ବି୭ ଫିଟନେସ ଜିମର ସଫଳତାର ଉତ୍ସବ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ହରେକୃଷ୍ଣ ମଲ୍ଲିକ, ସତ୍ୟନାରାୟଣ ସ୍ବାଇଁ ,ବି୭ଫିଟନେସ ଜିମର ବୁଲୁ ମହାରଣା ଟୁଲୁ ମହାରଣା ୧୫୦ ମେମ୍ବର ଖୁସିରେ ଆୟୋଜନ କରାଯାଇଥିଲା । କ୍ଳବ୍ ସମସ୍ତ ସଦସ୍ୟ ଉପସ୍ଥିତ ସହ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ମଜାସହ ବହୁ ଆଡମ୍ବରରେ ପାଳନ ହୋଇଥିଲା ।

Advertisement